Daily Archives

January 3, 2020

କ୍ୟାମେରା ଲେନ୍ସରେ ଅଦିନିଆ ବର୍ଷାର ଚିତ୍ର……………………

ଭୁବନେଶ୍ବର : ରାଜ୍ୟର ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେଇଛି। ଶୁକ୍ରବାର ସକାଳୁ କଟକ – ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହି ଅଦିନିଆ…
Read More...

ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା : ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସ୍ଥିତି ଅପରିବର୍ତ୍ତିତ ରହିବ

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ରାଜସ୍ଥାନରୁ ଝାଡଖଣ୍ଡ ପର୍ଯ୍ୟନ୍ତ ସୃଷ୍ଟ ଟ୍ରପଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ଏହିଭଳି ବର୍ଷା ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଲାଗି…
Read More...

ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ : ରାସ୍ତା କାମ ନିମ୍ନମାନର ଚାଲିଥିବା ଅଭିଯୋଗ

କଳାହାଣ୍ଡି :  ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ରାସ୍ତା ନିର୍ମାଣ ନାଁରେ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତେବେ ଏହି ଯୋଜନା ଗୁଡିକ କେବଳ କାଗଜ…
Read More...

ତୁରନ୍ତ ଇରାକ୍ ଛାଡିବାକୁ ଆମେରିକୀୟମାନଙ୍କୁ ସତର୍କ କଲା ଦୂତାବାସ

ୱାଶିଂଟନ : ଇରାକରେ ବସବାସ କରୁଥିବା ଆମେରିକୀୟମାନଙ୍କୁ ତୁରନ୍ତ ସେହି ଦେଶ ଛାଡ଼ି ଚାଲିଯିବାକୁ ବାଗ୍‍ଦାଦ ସ୍ଥିତ ଆମେରିକୀୟ ଦୂତାବାସ ସତର୍କତା ଜାରି କରିଛି । ଏବେ ଇରାକ୍‍ ଏବଂ ସେହି ଅଞ୍ଚଳରେ ଉଭୟ ଆମେରିକା ଏବଂ…
Read More...

ଜାନୁଆରୀ ୧୦ରେ ଦୁଲୁକିବ ଥୁଆମୁଳ ରାମପୁର ମାଣିକେଶ୍ୱରୀ ସାଂସ୍କୃତିକ ମଞ୍ଚ

କଲମପୁର : ଆସନ୍ତା ଜାନୁଆରୀ ୧୦ ତାରିଖ ଦିନ ଥୁଆମୁଳ ରାମପୁର ସ୍ଥିତ ମାଣିକେଶ୍ୱରୀ ସାଂସ୍କୃତିକ ମଞ୍ଚରେ ପାଳନ ହେବ ଥୁଆମୁଳ ରାମପୁର ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୦ା ଏହି ଉତ୍ସବ ପାଳନ ନେଇ…
Read More...

ଅଦିନିଆ ବର୍ଷାର ପ୍ରଭାବ : ଖଳା ଓ ମଣ୍ଡିରେ ଭିଜୁଛି ଧାନ, ଚାଷୀ ଆଖିରୁ ଝରୁଛି ଲୁହ

କଲମପୁର : ଲାଗି ରହିଛି ଅଦିନିଆ ବର୍ଷା। ଏହି ଅଦିନିଆ ବର୍ଷା ଚାଷୀଙ୍କ ଅଖିରୁ ନିଦ ହଜେଇ ଦେଇଛି। ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରି ନପାରି ଅସହାୟ ହୋଇ ପଡୁଛନ୍ତି। ବର୍ଷା ଝରୁଥିବା ବେଳେ ଚାଷୀ ଆଖିରୁ ଲୁହ…
Read More...

ସାତକୋଶିଆ ବନାଞ୍ଚଳରେ ପକ୍ଷୀ ଗଣନା

ଠାକୁରମୁଣ୍ଡା : କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବନାଞ୍ଚଳରେ ପକ୍ଷୀ ଗଣନା ହୋଇଛି। ଏହି ଅଞ୍ଚଳରେ ଥିବା ୩ଟି ସ୍ଥାନରେ ଗଣନା କରାଯାଇଛି। ଏ ନେଇ ବନାଞ୍ଚଳ ଅଧିକାରୀ ପିତାମ୍ବର ସେଠୀ ସୂଚନା ଦେଇଛନ୍ତି। ପକ୍ଷୀ…
Read More...

କୋଟାରେ କେନ୍ଦ୍ରୀୟ ଡାକ୍ତରୀଦଳ : ଶିଶୁ ମୃତ୍ୟୁ ସଂଖ୍ୟା ୧୦୪କୁ ବୃଦ୍ଧି

କୋଟା : ରାଜସ୍ଥାନର କୋଟା ଜେ.କେ. ଲୋନ୍‍ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ଶୁକ୍ରବାର ସୁଦ୍ଧା ୧୦୪ରେ ପହଞ୍ଚିଛି । ଶିଶୁ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ତଥା ସହାୟତା ପାଇଁ କେନ୍ଦ୍ର ସରକାର ଏକ ଡାକ୍ତରୀଦଳ…
Read More...

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଦୁଇ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟୁଜୁଙ୍ଗ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ‌ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ବଲାଙ୍ଗୀର…
Read More...

‘ସମାଜ’ର ପ୍ରଭାବ : ୧୫ଘଣ୍ଟା ପରେ ଶବ ସତ୍କାର ଘଟଣା, ଅନାଥ ଭାଇଭଉଣୀଙ୍କ ଦାୟିତ୍ୱ ନେବ ପ୍ରଶାସନ

ବଡ଼ସାହି : ପ୍ରଶାସନର ହସ୍ତକ୍ଷେପ ପରେ ମୟୂରଭଞ୍ଜ ଜିଲା ସୀମାନ୍ତ ଭୀମଦା ପଞ୍ଚାୟତର ମଙ୍ଗଳପୁର ଫାଦରସାହିର ସୁରେଶ ସିଂ(୩୫)ଙ୍କର ଶବ ସତ୍କାର ୧୫ଘଣ୍ଟା ପରେ ସମ୍ପନ୍ନ ହୋଇଥିଲା। ମୃତକଙ୍କ ପତ୍ନୀ ଦ୍ୱିତୀୟ ବିବାହ…
Read More...