Daily Archives

January 2, 2020

ଦୁଃଖବନ୍ଧୁଙ୍କର ଦୁଃଖ ବୁଝିବ କେବେ ପ୍ରଶାସନ : ସହାୟତା ଅପେକ୍ଷାରେ ‘କେନ୍ଦ୍ରା’ ବାଦକ 

ସମ୍ବଲପୁର : ଆଜିର ଆଧୁନିକତା ଯୁଗର ଛାପରେ ଦିନକୁ ଦିନ ଦେଶର ବହୁ ଅଞ୍ଚଳର ସ୍ଥାନୀୟ କଳା, ସଂସ୍କୃତି, ନୃତ୍ୟ, ବାଦ୍ୟ, ସଙ୍ଗୀତ ଆଦି ଲୁପ୍ତ ପ୍ରାୟ ଅବସ୍ଥାରେ ରହିଛି। ଏଣୁ ଦେଶ ଓ ରାଜ୍ୟରେ ବିଭିନ୍ନ ସମୟରେ ସ୍ଥାନୀୟ…
Read More...

ଆସନ୍ତାକାଲି ପରଦାକୁ ଆସିବ ଅକ୍ଷୟ ଖନ୍ନାଙ୍କ ‘ସବ୍‍ କୁଶଲ୍‍ ମଙ୍ଗଲ୍‍’

ମୁମ୍ବଇ: ଅକ୍ଷୟ ଖନ୍ନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସବ୍‍ କୁଶଲ୍‍ ମଙ୍ଗଲ୍‍’ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ପରଦାକୁ ଆସିବ। ଏହା ଏକ ରୋମାଣ୍ଟିକ୍‍ କମେଡ଼ି ତଥା ପାରିବାରିକ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ଅକ୍ଷୟ ଖନ୍ନା…
Read More...

କେରଳରେ ଦାଦନ ଶ୍ରମିକ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ମୂଷାନାଳ ଗ୍ରାମରେ ପ୍ରଦୀପ ହରିଜନ ଗତ ଦେଡ ବର୍ଷ ହେଲା କେରଳ ରାଜ୍ୟରେ ତ୍ରିଶୁଳ ଜିଲାର ମାଲକାନକେରି ବ୍ଲକର ବୁରଲକେଲା ଗ୍ରାମ ଅଞ୍ଚଳର ଏକ କମ୍ପାନୀରେ କାମ କରୁଥିଲେ।…
Read More...

ପ୍ରେମ ପାଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ଇନଫୋସିଟି ଅଞ୍ଚଳରୁ ଏକ ଭଡା ଘରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀ ଜଣଙ୍କ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,…
Read More...

ରକ୍ଷକ ସାଜିଲା ଭକ୍ଷକ : ବଳଙ୍ଗା ଥାନା ଏଏସ୍‍ଆଇଙ୍କ ବିରୁଦ୍ଧରେ ବଳାତ୍କାର ଅଭିଯୋଗ

ପିପିଲି : ପୁରୀରେ ପୁଲିସ କ୍ୱାର୍ଟର ଭିତରେ ନାବାଳିକାଙ୍କୁ ବଳାତ୍କାର ଘଟଣା ମାସକ ତଳେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଣି ଗୁରୁବାର ସଂନ୍ଧ୍ୟାରେ ବଳଙ୍ଗା ଥାନାର ଜନୈକ କାର୍ଯ୍ୟରତ ପୁଲିସ…
Read More...

ମଦ୍ୟପ ଚାଳକଙ୍କୁ କମିଶନରେଟ ପୁଲିସର ଉପହାର : ନୂଆବର୍ଷରେ ୯୦% ରିଆତି ମାତ୍ର ୧୦% ଜରିମାନା

ଭୁବନେଶ୍ୱର : ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲଙ୍ଘନ ପାଇଁ ଗାଡିଚାଳକ ମାନଙ୍କଠାରୁ ମାତ୍ରାଧିକ ଜରିମାନା ଆଦାୟ କରାଯାଉଛି। ଏ ନେଇ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି । ବିଶେଷତଃ ମଦ୍ୟପାନ କରି…
Read More...

ଶିଶୁ ମୃତ୍ୟୁ ରୋକିବାରେ ବିଫଳ ଗେହଲଟଙ୍କ ପ୍ରଳାପ : କହିଲେ ସିଏଏ ଓ ଏନଆରସିରୁ ଧ୍ୟାନ ହଟାଇବା ପାଇଁ ପ୍ରୟାସ

କୋଟା : ରାଜସ୍ଥାନ କୋଟାସ୍ଥିତ ଜେ.କେ. ଲୋନ୍‌ ସରକାରୀ ହସ୍ପିଟାଲ୍‌ରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଛି। ଗତ ୪୮ ଘଣ୍ଟା ମଧ୍ୟରେ ୯ ଜଣ ଶିଶୁଙ୍କର ମୃତ୍ୟୁ ହେବା ପରେ ଏହି ସଂଖ୍ୟା ୧୦୦ ଛୁଇଁଛି। ଶିଶୁ…
Read More...

ପାକିସ୍ତାନର ଧାର୍ମିକ ସଂଖ୍ୟାଲଘୁଙ୍କୁ ସହାୟତା ଯୋଗାଇଦେବା ଆମର କର୍ତ୍ତବ୍ୟ : ମୋଦୀ

ଟୁମ୍‍କୁର୍‍ : ନାଗରିକତା ସଂଶୋଧନ ଆଇନ୍‍ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ କଟୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପାକିସ୍ତାନ ସବୁବେଳେ ଧାର୍ମିକ…
Read More...

ଆର୍ନ୍ତଜାତୀୟ କରାଟେ ପ୍ରତିଯୋଗୀତାରେ ଓଡିଶା ଦଳର ସଫଳତା : ୪ ସ୍ୱର୍ଣ୍ଣ ଓ ୪ କାଂସ୍ୟ ପଦକ ହାସଲ

ସମ୍ବଲପୁର : ଆର୍ନ୍ତଜାତୀୟ ସୋଟୋକାନ କରାଟେ ୟୁନିୟନ କପ ୨୦୧୯ରେ ଓଡିଶା ଦଳକୁ ବିପୁଳ ସଫଳତା ମିଳିଛି। ଗୁଜୁରାଟ ରାଜ୍ୟର ରାଜଧାନୀ ଅହମଦାବାଦ ଠାରେ ଟ୍ରାନ୍ସ ଇଣ୍ଡିଆ ଷ୍ଟାଡିୟମ (ଏସିଆର ବୃହତ୍ତମ ଆରୋନା ଷ୍ଟାଡିୟମ)…
Read More...

ରେଳବାଇର ସମସ୍ତ ସୂଚନା ପାଇଁ ଏକକ ହେଲପ ଲାଇନ ନମ୍ବର ୧୩୯

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ତାର ସମସ୍ତ ସେବା ପାଇଁ ଗୁରୁବାର ଏକକ ହେଲପ ଲାଇନ୍ ନମ୍ବର ଜାରି କରିଛି । ଏଣିକି ୧୩୯ ନମ୍ବର ଡାଏଲ କଲେ ରେଲଓ୍ବେର ସମସ୍ତ ସୂଚନା ମିଳି ପାରିବ। ସୂଚନା ଅନୁଯାୟୀ, ପୂର୍ବରୁ ଭାରତୀୟ…
Read More...