Monthly Archives

December 2019

ବେନିୟମ ମଦ କାରବାର ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହିଳାଙ୍କ ଦାବି ପତ୍ର ପ୍ରଦାନ

କଲମପୁର : ଦେଶୀ ଓ ବିଦେଶୀ ମଦର ପ୍ରଭାବରେ ପ୍ରଭାବିତ ହେଉଛନ୍ତି ଅନେକ ପରିବାର। ନିଶାଡିଙ୍କ ପ୍ରଭାବ କାରଣରୁ ଅନେକ ପରିବାରରେ ଲାଗି ରହିଛି ଅଶାନ୍ତି। ବିଶେଷ କରି ମହିଳା ମାନେ ଅନେକ ସମୟରେ ନିଶାଡିଙ୍କ ଦୌରାତ୍ମ୍ୟର…
Read More...

୨୦୨୦ରେ ପୁଲିସ ହେବ ଲୋକଙ୍କ ନିକଟତର – ଅଭୟ

କଟକ: ଓଡିଶା ପୋଲିସ ଯେପରି ଲୋକଙ୍କ ନିକଟତର ହୋଇପାରିବ ସେ ଦିଗରେ ନୂଆବର୍ଷରୁ ବିଭାଗ ଆବଶ୍ୟକ ପଦକ୍ଷେପ ନେବ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି। ମଙ୍ଗଳବାର କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ସେ…
Read More...

ଶିକ୍ଷା ଦ୍ୱାରା ହିଁ ସମାଜରେ ପରିବର୍ତ୍ତନ ଆସିପାରିବ – ନବୀନ

ବଲାଙ୍ଗୀର: ଶିକ୍ଷା ଦ୍ୱାରା ହିଁ ସମାଜରେ ପରିବର୍ତ୍ତନ ଅଣାଯାଇପାରିବ। କେବଳ ଜ୍ଞାନ ଓ ଶିକ୍ଷା ସାହାଯ୍ୟରେ ଗୋଟିଏ ରାଷ୍ଟ୍ରର ଭାଗ୍ୟ ବଦଳାଇ ହେବ। ସେଥିପାଇଁ ଯୁବକମାନଙ୍କ ମଧ୍ୟରେ ଜ୍ଞାନ କୌଶଳର ବିକାଶର ଆବଶ୍ୟକତା…
Read More...

ଆଇଏଏସ୍ ଅଫିସର ବିଜୟ କେତନଙ୍କ ଜାମିନ ଆବେଦନ ଖାରଜ, ରିମାଣ୍ଡରେ ନେଲା ଭିଜିଲାନ୍ସ

ଭୁବନେଶ୍ବର : ଆଇଏଏସ୍ ଅଫିସର ବିଜୟ କେତନଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଆସନ୍ତା ୫ତାରିଖ ଯାଏଁ ସେ ଭିଜିଲାନ୍ସ ରିମାଣ୍ଡରେ ରହିବେ। ଜାନୁୟାରୀ…
Read More...