ଦଶହରା ଛୁଟି: ସରକାରୀ କର୍ମଚାରୀଙ୍କ ପାଇଁ ୪ ଦିନ, ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ୩ ଦିନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀମାନେ ଶୁକ୍ରବାର ଠାରୁ ସୋମବାର ପର୍ଯ୍ୟନ୍ତ ୪ ଦିନ ଛୁଟି ପାଇବେ। ଦୁର୍ଗାପୂଜା ପରିପ୍ରେକ୍ଷୀରେ ଶୁକ୍ରବାର ମହାସପ୍ତମୀ ପାଇଁ ଛୁଟି ଥିବା ବେଳେ ଶନିବାର ଓ ରବିବାର ଛୁଟି ରହିଛି। ସୋମବାର ବିଜୟାଦଶମୀ ପାଇଁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ସେହିପରି ସୋମବାର ବ୍ୟାଙ୍କ ଛୁଟି ଥିବାରୁ ବ୍ୟାଙ୍କ କର୍ମଚାରୀ ଶନିବାର ଓ ରବିବାରକୁ ମିଶାଇ ଏକକାଳୀନ ତିନିଦିନ ଛୁଟି ପାଇବେ ବୋଲି ଜଣାପଡ଼ିଛି।

Comments are closed.