ଦଣ୍ଡନାଟରେ ହେବ ସାଂସ୍କୃତି କାର୍ଯ୍ୟକ୍ରମ, ଅନୁମତି ଦେଲା ଜିଲା ପ୍ରଶାସନ

ଭୁବନେଶ୍ବର: ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନାଚରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। କୋଭିଡ୍‌ କଟକଣାରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି। ସ୍ଥାନୀୟ କଳାକାରଙ୍କ ଦ୍ବାରା ନାଟକ ପରିବେଷଣ କରିହେବ। ଏଥର ନାଟକରେ ମେଲୋଡ଼ି କିମ୍ବା ଗ୍ରୁପ୍‌ ଡ୍ୟାନ୍ସ ହେବ ନାହିଁ। କରୋନା ସଚେତନତା କାର୍ଯ୍ୟକ୍ରମ ପରିବେଷଣ ହେବ। କରୋନା କଟକଣା ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ହେବ ବୋଲି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଜାରି ହୋଇଛି।

Comments are closed.