ହୀରାକୁଦର ୫ଟି ଗେଟ୍ ବନ୍ଦ

0

ସମ୍ବଲପୁର: ହୀରାକୁଦରେ ୨୫ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଗୁରୁବାର ଅପରାହ୍ନରେ ୫ଟି ଗେଟ ବନ୍ଦ କରି ଦିଆଯାଇଛି । ଏବେ ୨୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଗୁରୁବାର ଅପରାହ୍ନ ସାଢେ ୩ଟା ସୁଦ୍ଧା ୬୨୨.୬୫ ଫୁଟ୍ ଜଳସ୍ତର ରେକର୍ଡ କରାଯାଇଛି । ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ହାରାହାରି ୩ ଲକ୍ଷ ୭୭ ହଜାର ୩୩୧ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୧୦ ହଜାର ୪୬୯ ଘନଫୁଟ୍ ଜଳ ନିଷ୍କାସନ ହେଉଛି ।

Leave A Reply