ଡ଼କାୟତି ଗ୍ୟାଙ୍ଗ ଗିରଫ

0


ବାଲେଶ୍ୱର : ପୁଲିସ ହାତରେ ଡ଼କାୟତି ଗ୍ୟାଙ୍ଗ ଧରା ପଡ଼ିଛନ୍ତି। ଡ଼କାୟତ ପାଇଁ ଯୋଜନା କରୁଥିବା ବେଳେ ସେମାନେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ ଗୁରୁବାର ରାତିରେ ସହଦେବଖୁଣ୍ଟା ଚୁଡ଼ାକୁଟା ସାହିରେ ମାରଣାସ୍ତ୍ର ଧରି ଡ଼କାୟତି ପାଇଁ ଯୋଜନା କରୁଥିବା ବିଷୟରେ ଖବର ପାଇ ପୁଲିସ ଚଢଉ କରିଥିଲା। ଗିରଫ ଡ଼କାୟତଙ୍କ ଠାରୁ ପୁଲିସ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ଧରା ପଡ଼ିଥିବା ଡ଼କାୟତଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ମାମଲା ରହିଛି।

Leave A Reply