ଡବୁ ଅଙ୍କଲଙ୍କ “ଜୁଲି-ଜୁଲି’

0

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଗୋବିନ୍ଦାଙ୍କ ଅବିକଳ ନୃତ୍ୟ ପରିବେଶଣ କରି ଖ୍ୟାତି ଅର୍ଜନ କରିଥିବା ଅଧ୍ୟାପକ ସଞ୍ଜିବ ଶ୍ରୀବାସ୍ତବ ଓରଫ ଡ଼ବୁ ଅଙ୍କଲ ନିକଟରେ ଆଉ ଏକ ଭିଡିଓ ଜାରି କରିଛନ୍ତି। ବଲିଉଡ଼ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ “ଜୁଲି-ଜୁଲି’ ସଙ୍ଗୀତର ତାଳେତେଳେ ଡବୁ ଅଙ୍କଲ ତାଙ୍କ ନୂଆ ଭିଡିଓ ୟୁ-ଟ୍ୱୁବରେ ବେଶ୍‍ ଲୋକପ୍ରିୟତା ଅର୍ଜନ କରିଛି।

Leave A Reply