ବଡ଼ ମେଡ଼ିକାଲ ସମ୍ପ୍ରସାରଣ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ଜାରି

କଟକ : କଟକ ଜିଲାରେ ବଡ଼ ମେଡ଼ିକାଲ ସମ୍ପ୍ରସାରଣ ପାଇଁ ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ଶୁକ୍ରବାର ଆରମ୍ଭ ହୋଇଛି। ଚୂନଭାଟି ରାସ୍ତାରୁ ରାଣୀହାଟ ପର୍ଯ୍ୟନ୍ତ ରାସ୍ତା କଡ଼ରୁ ଉଚ୍ଛେଦ କରାଯାଉଛି। କେନାଲର ଉଭୟ ପଟରେ ଥିବା ରାସ୍ତା କଡ଼ ଦୋକାନ, କ୍ଲବ, ମନ୍ଦିର ଆଦି ଭଙ୍ଗା ଯାଉଛି।

Comments are closed.