କଟକ : କଟକ ବିଲିଯାତ୍ରା ପଡ଼ଆରେ ଚାଲିଥିବା ଆଞ୍ଚଳିକ ଶିଳ୍ପ ଓ ବାଣିଜ୍ୟମେଳାରେ ସାଂସଦ ଭର୍ତ୍ତୃହରି ମହତାବ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଏବଂ ମଞ୍ଚାସୀନ ଅନ୍ୟାନ୍ୟ ଅତିଥି ବୃନ୍ଦ