ବିଦ୍ୟୁତ ଆଘାତରେ ଜଣେ ମୃତ

0

କେନ୍ଦ୍ରାପଡା: ବିଦ୍ୟୁତ ତାର ସଂସ୍ପର୍ଶରେ  ଆସି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକର ଜମ୍ବୁ ପଞ୍ଚାୟତ ପୂର୍ବପଡା ଗ୍ରାମର ବିଜୁ ମେର୍ଦ୍ଦା। ସେ ବାର୍‌ହା ଶିକାର ପାଇଁ ତାର ବିଛାଇଥିଲେ। କିନ୍ତୁ ଦୁଃଭାଗ୍ୟବଶତଃ ନିଜେ ସେହି ତାର ସଂସ୍ପର୍ଶରେ ଆସି ଯାଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply