ଆର୍ଥିକ ସାକ୍ଷରତା ଯୋଜନା ‘ଯାଦୁ ଗିନି କା‘

କଟକ: ଆର୍ଥିକ ସାକ୍ଷରତା ଯୋଜନା ‘ଯାଦୁ ଗିନି କା’ ଭୋଡାଫୋନ ଇଣ୍ଡିଆ ଫାଉଣ୍ଡେସନ ସହାୟତାରେ ଲର୍ଣ୍ଣିଙ୍ଗ ଲିଙ୍କ ଫାଉଣ୍ଡେସନ ଦ୍ବାରା ମଙ୍ଗଳବାରର ଜଗତସିଂହପୁରର ସମସ୍ତ ଭିଏଲଇ ମାନଙ୍କୁ ନେଇ ଗୁଗୁଲ ମିଟ ମାଧ୍ୟମରେ ଆୟୋଜିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁରର ୨୦ ଜଣ ଭିଏଲଇ ଯୋଗ ଦାନ କରିଥିଲେ । ଏଥିଲେ ଆର୍ଥିକ ସାକ୍ଷରତା, ବୀମାର ଆବଶ୍ୟକତା ଏବଂ ଆର୍ଥିକ ମୂଲ୍ୟବୋଧ ବିଷୟରେ ଟ୍ରେନିଂ ପ୍ରଦାନ କରାଯାଇଥିଲା। ଏଠାରେ ସିଏସସି ସହିତ ଅନ୍ୟ ବରିଷ୍ଠ ଅଧୁକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.