ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟର ସମୀକ୍ଷାକଲେ ଫାଇଭ୍-ଟି ସଚିବ

କଟକ : ଆଜି କଟକ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟର ସମୀକ୍ଷା ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ କରିଛନ୍ତି। । ସକାଳୁ କଟକରେ ପହଞ୍ଚି ପ୍ରକଳ୍ପ ସ୍ଥାନ ବୁଲି ଦେଖିବା ସହ ତୁରନ୍ତ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.