ପିଲଗ୍ରାମ ରୋଡରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

କଟକ : କଟକ ତାଳଦଣ୍ଡା କେନାଲ ରୋଡ ସମ୍ପ୍ରସାରଣ ପ୍ରକ୍ରିୟା ପାଇଁ ଶୁକ୍ରବାର ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। କଲେଛକ ପିଲଗ୍ରାମ ରୋଡରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି ଜିଲା ପ୍ରଶାସନ। ରାସ୍ତା କଡ଼ରେ ଥିବା ବସ୍ତି ଓ ମନ୍ଦିର ଉଚ୍ଛେଦ କରାଯାଉଛି। ଉଚ୍ଛେଦ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Comments are closed.