୨୪ ଘଣ୍ଟାରେ ମୋଟର ଯାନ ଆଇନ ଓ କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ କାରୀଙ୍କ ସଂଖ୍ୟା ୧୬୩୭

କଟକ: ଗତ ୨୪ ଘଣ୍ଟାରେ ୫୯୫ଜଣ ମୋଟର ଯାନ ଆଇନ୍ ଓ ଓଡିଶା ସହରାଞ୍ଚଳ ପୁଲିସ ଆଇନ୍ ତଥା କୋଭିଡ୍‌-୧୯ ଗାଇଡ୍‌ଲାଇନର ଉଲ୍ଲଙ୍ଘନ ଅନୁଯାଇ ୧୮୧ଜଣ ମାସ୍କ ନ ପିନ୍ଧିବା ଓ ୫୬୧ଜଣ ସାମାଜିକ ଦୂରତା ନ ରଖିବା ବ୍ୟକ୍ତିଙ୍କ ଠାରୁ ଜୋରିମନା ଆଦାୟ କରାଯାଇଛି। ଏ ନେଇ କଟକ ଡିସିପି ପକ୍ଷରୁ ଟ୍ବିଟ କରାଯାଇ ସୂଚନା ଦିଆଯାଇଛି। କୋଭିଡ୍‌-୧୯ ଗାଇଡ୍‌ଲାଇନକୁ ମାନିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି।

Comments are closed.