ରୋଜଭ୍ୟାଲି ଚିଟଫଣ୍ଡ ଜମାକାରୀ ଫେରିପାଇବେ ଟଙ୍କା

0

କଟକ : ଚିଟ୍ ଫଣ୍ଡ ଜମାକାରୀ ଏବେ ତାଙ୍କ ଟଙ୍କା ଫେରିପାଇବେ। ଅନଲାଇନ ଯୋଗେ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାରଙ୍କୁ କଟକ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦେଶ ଦେଇଛନ୍ତି। ସୂଚନାଅନୁସାରେ ୭ ରୁ ୧୦ହଜାର ଟଙ୍କା ରଖିଥିବା ଜମାକାରୀ ତାଙ୍କର ଟଙ୍କା ଫେରିପାଇବେ। ମୋଟ ୨ଲକ୍ଷ ୩୮ହଜାର ୪୭୭ଜମାକାରୀ ତାଙ୍କ ଟଙ୍କା ଫେରିପାଇବେ ବୋଲି କଟକ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ କହିଛନ୍ତି । ସମୁଦାୟ ୯୨କୋଟି ୮ଲକ୍ଷ ଟଙ୍କା ଜମାକାରୀଙ୍କୁ ଫେରାଇବାକୁ ନିର୍ଦେଶ ଦିଆଯାଇଛି।

Leave A Reply