କଟକ -ଭୁବନେଶ୍ବରରେ ଗଣେଶ ପୂଜା ମନା

ଭୁବନେଶ୍ବର: କରୋନ ମହାମାରୀ ପାଇଁ ଚଳିତ ବର୍ଷ କଟକ – ଭୁବନେଶ୍ବରରେ ଗଣେଶ ପୂଜାକୁ ବାରଣ କରାଯାଇଛି। ଏ ନେଇ କମିସନରେଟ ପୁଲିସ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଗଣେଶ ପୂଜା ପାଇଁ ଟୁଇନ ସିଟିର କୌଣସି ପୂଜା ମଣ୍ଡପଗୁଡିକୁ ଅନୁମତି ଦିଆଯିବ ନାହିଁ । ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଶ ପୂଜାକୁ ବାରଣ କରାଯାଇଛି।

Comments are closed.