ଆଜି ଉଦ୍‍ଘାଟିତ ହେବ ନୌ-ବାଣିଜ୍ୟ ଗ୍ୟାଲେରୀ

ଓଡ଼ିଆ ଜାତିର ପରିଚୟ ରାଜ୍ୟ ସଂଗ୍ରହାଳୟରେ ଯୋଡ଼ିହେବାକୁ ଯାଉଛି ଆଉ ଏକ ନୂଆ ଫର୍ଦ । ସଂଗ୍ରହାଳୟରେ ସାମିଲ ହେବ ନୌବାଣିଜ୍ୟ ଗ୍ୟାଲେରୀ । ଯାହା ଆଜି ଅର୍ଥାତ ଶୁକ୍ରବାର ଉଦ୍‍ଘାଟନ କରାଯିବ ବୋଲ ଓଡ଼ିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ସୂଚନା ଦେଇଛନ୍ତି। ଏହି ଗ୍ୟାଲେରୀରେ ନୌବାଣିଜ୍ୟ ସମ୍ପର୍କରେ ଅନେକ ତଥ୍ୟ ସହିତ ଚିତ୍ର ସାମିଲ ହେବ। ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଏହାର ଐତିହ୍ୟକୁ ଏହି ଗ୍ୟାଲେରୀ ବହନ କରିବ।

Comments
Loading...