୩ ସିଆରପିଏଫ୍‌ ଯବାନ ସହିଦ୍

ଶ୍ରୀନଗର : ଉତ୍ତର କଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ଶନିବାର ତିନି ଜଣ ସିଆରପିଏଫ୍‌ ଯବାନ ସହିଦ୍ ହୋଇଛନ୍ତି। ଏହାସହିତ ଦୁଇ ଜଣ ଯବାନ୍ ଆହତ ହୋଇଛନ୍ତି। ଆତଙ୍କୀ ସଂଗଠନ ଲସ୍କର ଇ ତାଇବା ଏଥିପାଇଁ ନିଜକୁ ଦାୟୀ କରିଛି।

Comments are closed.