ଡକାୟତି ଗ୍ୟାଙ୍ଗ ଗିରଫ

0

ବାରିପଦା : ଟାଉନ ଥାନା ପୁଲିସକୁ ଏକ ସଫଳତା ମିଳିଛି। ପୁଲିସ ଏକ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ସ୍କର୍ପିଓ, ଇନୋଭା, ପିକଅପ ଭ୍ୟାନ ସମେତ ୬ଟି ଚୋରା ଗାଡିକୁ ପୁଲିସ ଜବତ କରିଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply