ମାରଣାସ୍ତ୍ର ସହ ୨ଯୁବକ ଅଟକ

0

ପିପିଲି : ସାତଶଙ୍ଖ ବଜାରରେ ସନ୍ଦେହଜନକ ଭାବେ ବୁଲୁଥିବା ୨ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି । ସେମାନଙ୍କ ଠାରୁ ବନ୍ଧୁକ ଜବତ ହୋଇଛି। ସନ୍ଦିଗ୍ଧଙ୍କୁ ସ୍ଥାନୀୟ ଲୋକେ ବାନ୍ଧି ରଖିଛନ୍ତି। ରାହଜାନି ଓ ଛିନତାଇ ପାଇଁ ଆସିଥିବା ସନ୍ଦେହରେ ଅଟକ ରଖିଛନ୍ତି। ୨ ଯୁବକଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ବାଇକ ଜବତ ହୋଇଥିବା ଜଣାପଡ଼ିଛି।

Leave A Reply