କ୍ରାଇମବ୍ରାଞ୍ଚ ଦ୍ୱାରା ଟିଟୋର ଡାହାଣ ହାତ ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋ ସାମ୍ରାଜ୍ୟ ଉପରେ ପୁଣିଥରେ ଚଡଉ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଟିଟୋର ଡାହାଣ ହାତ କୁହାଯାଉଥିବା ସେକ୍‍ ଜାବିଦା ଓରଫ ଦଙ୍ଗାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ। ଠିକାଦାର ଶିବ ପରିଡା ଅପହରଣ ମାମାଲାରେ ମୁଖ୍ୟ ଅଭିଯୁକ୍ତ ଥବା ଦଙ୍ଗାକୁ ଶନିବାର କ୍ରାଇମବାଞ୍ଚ ଏସଟିଏଫର ସ୍ୱତନ୍ତ୍ର ଟିମ ଗିରଫ କରିଛି।

Comments are closed.