କଲକାତାରୁ ଚେନ୍ନାଇ ଯାଉଥିବା ଗୋ ମାଂସ ଭର୍ତି କଣ୍ଟେନର ଜବତ

ବ୍ରହ୍ମପୁର: ଓଡିଶା-ଆନ୍ଧ୍ର ସୀମାନ୍ତ ଗିରିସୋଲା ଠାରେ ରବିବାର ଏକ ଗୋ ମାଂସ ବୋଝେଇ କଣ୍ଟେନର ଜବତ କରାଯାଇଛି । ଏହି କଣ୍ଟେନରଟି କଲକାତାରୁ ଚେନ୍ନାଇ ବ୍ରହ୍ମପୁର ୧୬ ନଂ ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ବଜରଙ୍ଗ ଦଳ କର୍ମକର୍ତ୍ତାମାନେ ଏହାକୁ ଅଟକାଇଥିଲେ । ଖବର ପାଇ ଇଚ୍ଛାପୁର ଥାନା ପୁଲିସ ଘଟଣାସ୍ଥଳରେ ପହଂଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଏହି କଣ୍ଟେନର ଭିତରେ ବହୁ ଗୋ ମାଂସ ପ୍ୟାକେଟ ରହିଥିବା ଜଣାପଡ଼ିଛି ।

Comments are closed.