ବଜ୍ରପାତରେ ୧୪ ଗାଈ ମୃତ

ରାୟଗଡ଼ା : ରାୟଗଡ଼ା ଜିଲାର ବିଷମକଟକ ବ୍ଲକ ଅନ୍ତର୍ଗତ ଚାଞ୍ଚରାଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। କାଳବୈଶାଖୀ ପ୍ରଭାବରେ ଚାଞ୍ଚରାଗୁଡ଼ା ଗାଁ ନିକଟ ପଡ଼ିଆରେ ବଜ୍ରପାତ କାରଣରୁ ୧୪ଟି ଗାଈଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି।

Comments are closed.