ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ ହୋଇଛି। କଣ୍ଟେନରଟି ଏକ ଅଜଣା ଗାଡ଼ିକୁ ଧକ୍କା ଦେଇଛି। ଦୁର୍ଘଟଣା ଘଟିବା ପରେ କଣ୍ଟେନରରେ ଥିବା ୧୫୦ରୁ ଅଧିକ ଗାଈଙ୍କୁ ସାଧାରଣ ଲୋକେ ନେଇଯାଇଥିବା ସୂଚନା ମିଳିଛି।

Comments are closed.