ଓଡ଼ିଶାବାସୀଙ୍କୁ ମିଳିଲା ୨କୋଟି ଏକ ପାନ ଟିକା

କୋଭିଡ୍‌-୧୯ ବିରୋଧୀ ସଂଗ୍ରାମରେ ଓଡ଼ିଶା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍‌-୧୯ ବିରୋଧୀ ସଂଗ୍ରାମରେ ଓଡ଼ିଶା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରି ୨ କୋଟିରୁ ଅଧିକ ଲୋକଙ୍କ ପାଇଁ ଅତିକମ୍‌ରେ ଏକ ପାନ ଟିକାକରଣ ନିଶ୍ଚିତ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ସାମୂହିକ ଟିକାକରଣ ଅଭିଯାନ ଦିଗରେ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବାରୁ ଆମର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.