କଳାହାଣ୍ଡି ଓ ନୂଆପଡା ଗସ୍ତରେ ମୁଖ୍ୟ ଶାସନ ସବିବ , ଏସିଏସ

ଭୁବନେଶ୍ୱର : ଆଜି କଳାହାଣ୍ଡି ଓ ନୂଆପଡା ଗସ୍ତରେ ମୁଖ୍ୟ ଶାସନ ସବିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଏସିଏସ ପ୍ରଦୀପ୍ତ ମହାପାତ୍ର ଯାଇଛନ୍ତି। କରୋନା ସ୍ଥିତିର ସମୀକ୍ଷା ପାଇଁ ବରିଷ୍ଠ ଅଧିକାରୀ ଏହି ୨ ଜିଲା ଗସ୍ତ କରିଛନ୍ତି। ଛତିଶିଗଡରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଛତିଶିଗଡରୁ ଓଡିଶା ଯିବା ଆସିବା ଫଳରେ ସୀମାନ୍ତବର୍ତ୍ତୀ ୨ ଜିଲାରେ ମଧ୍ୟ ସଂକ୍ରମଣ ବଢୁଛି। ବର୍ତ୍ତମାନ ରାଜ୍ୟ ସରକାର ଛତିଶଗଡ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେହିପରି ରାଜ୍ୟରେ ଦିନକରେ ୧୩୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.