ଆଜି ରାଜ୍ୟରେ ସୁସ୍ଥ ହେଲେ ୨୦୬ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୩୭୬୩୫

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୨୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୩୭୬୩୫କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୨୭, ନୂଆପଡ଼ା ୨୩, କଟକ ୧୯, ବଲାଙ୍ଗିର ୧୫, ବରଗଡ଼ ୧୩, ବାଲେଶ୍ବର ୧୧, ଢେଙ୍କାନାଳ ୧୦, ସମ୍ବଲପୁର ୧୦, ଗଞ୍ଜାମ ୭, ଷ୍ଟେଟ୍ପୁଲ ୭, ଅନୁଗୁଳ ୬, ମୟୂରଭଞ୍ଜ ୫, ପୁରୀ ୫, ଯାଜପୁର ୪, କଳାହାଣ୍ଡି ୨, କୋରାପୁଟ ୨ ଓ ନୟାଗଡ଼ ୨ ସମେତ ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
Another 205 Covid patients have recovered and are being discharged on 03.04.2021
32 from Khordha
27 from Sundargarh
23 from Nuapada
19 from Cuttack
15 from Bolangir
13 from Bargarh
11 from Baleswar
10 from Dhenkanal
10 from Sambalpur
7 from Ganjam
6 from Anugul
5 from Mayurbhanj— H & FW Dept Odisha (@HFWOdisha) April 3, 2021
5 from Puri
4 from Jajapur
2 from Kalahandi
2 from Koraput
2 from Nayagarh
1 from Jagatsinghpur
1 from Kandhamal
1 from Kendrapara
1 from Rayagada
1 from Sonepur
7 from State PoolThe total recovered cases of Odisha now stand at 337635
— H & FW Dept Odisha (@HFWOdisha) April 3, 2021