ବୁର୍ଲା ଭିମସାରର ଆଇସୋଲେସନରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ

ବୁର୍ଲା : ବୁର୍ଲା ଭିମସାର କରୋନା ଆଇସୋଲେସନରେ କରୋନା ରୋଗୀଙ୍କ ମୃତ୍ୟୁରେ କୌଣସି ବିରାମ ଲାଗି ପାରୁ ନାହିଁ। ସୋମବାର ମଧ୍ୟ କରୋନା ଆଇସୋଲେସନରେ ଜଣେ କରୋନା ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ୬୦ ବ​ର୍ଷ ବୟସ୍କ  ପୁରୁଷ  ବରଗଡ଼ ଜିଲ୍ଲାର ରୋଗୀ ଏବଂ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାରର କରୋନା ଆଇସୋଲେସନରେ ଉକ୍ତ ରୋଗୀଙ୍କ ମୃତ୍ୟୁ ଘଟିଥିଲା।

Comments are closed.