ଆଜି ‘ପିଏସ୍‍ଏଲଭି – ସି୪୬’ର ଉତକ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଆଜି (ବୁଧବାର) ପିଏସ୍‍ଏଲଭି – ସି୪୬ ଉପଗ୍ରହର ଉତକ୍ଷେପଣ ପାଇଁ ଅବଗଣନା ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲା ଅର୍ନ୍ତଗତ ଶ୍ରୀହରିକୋଟାର ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ବୁଧବାର ସକାଳ ୫ଟା ୨୭ ମିନିଟରେ ପିଏସ୍‍ଏଲଭି- ସି୪୬ର ଉତକ୍ଷେପଣ କରାଯିବା ଏଥି ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ପାଗ ଅନୁକୂଳ ରହିଲେ ନିର୍ଦ୍ଧାରିତ ସମୟରେ ପିଏସ୍‍ଏଲଭି- ସି୪୬ ସାଟେଲାଇଟକୁ ମହାକାଶକୁ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଛନ୍ତି।

Comments are closed.