କଫ୍ ସିରଫ୍ ଜବତ

ରେଙ୍ଗାଲି : ଠେଲକୁଲି ଥାନା ଅନ୍ତର୍ଗତ ଶରଧାପାଲି ଗ୍ରାମରେ ପୁଲିସ ଚଢଉ କରି ୩୭ ବୋତଲ କଫ୍ ସିରଫ ଜବତ କରିଛି। କଫ୍ ସିରଫ୍ କାରବାରରେ ସଂପୃକ୍ତ ଥିବା ଶରଧାପାଲି ଗ୍ରାମର ଦଶରଥ ବେହେରା(୪୦) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଠେଲକୁଲି ଥାନା ଆଇଆଇସି ପ୍ରକାଶ କୁମାର କର୍ଣ୍ଣ କହିଛନ୍ତି।