କରୋନାରେ ୨ ବିଏସ୍ଏଫ୍ ଯବାନ ସହିଦ୍

ନୂଆଦିଲ୍ଲୀ : କରୋନା ଯୁଦ୍ଧରେ ଗୁରୁବାର ଦୁଇ ଜଣ କରୋନା ଯୋଦ୍ଧା ସୀମା ସୁରକ୍ଷା ବାହିନୀ(ବିଏସ୍ଏଫ୍)ର ଯବାନ୍ ସହିଦ୍ ହୋଇଥିବା ଜଣାପଡ଼ିଛି। ଏନେଇ ବିଏସଏଫ୍ ପକ୍ଷରୁ ଆଜି ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। ଦୁଇ ଯବାନଙ୍କ ଦେହାନ୍ତରେ ବିଏସଏଫ୍ ଶୋକ ପ୍ରକାଶ କରିଛି।

Comments are closed.