କରୋନା ଭାଇରସ୍ ଜ୍ୟାକେଟ୍

ସବୁଠାରେ ଏବେ କରୋନାକୁ ନେଇ ଚର୍ଚ୍ଚା ଓ ତର୍ଜମା ଚାଲିଛି। ରୋଗର ଭୟାବହତା ଦେଖି ସମଗ୍ର ବିଶ୍ବବାସୀ ଆତଙ୍କିତ। ଗବେଷକସମୂହ ଏହା ଉପରେ ଅଧିକ ପରୀକ୍ଷା ଚଳାଇଥିବାବେ​‌େ​‌ଳ ଚୀନ୍‌ର ଏକ ନାମୀ କମ୍ପାନୀ କରୋନା ଭାଇରସ୍‌‌ରୁ ରକ୍ଷା ପାଇବା ନିମନ୍ତେ ଜ୍ୟାକେଟ୍‌୍ ତିଆରି କରିଛି। ସମସ୍ତ ବୟସର ଲୋକଙ୍କୁ ଦୃଷ୍ଟିରେ ରଖି କମ୍ପାନୀ ଏହି ଜ୍ୟାକେଟ୍ ତିଆରି କରିଥିବାବେଳେ ଏହାକୁ ପିନ୍ଧିଲେ ଭାଇରସ୍‌ ଆପଣଙ୍କ ଶରୀରକୁ ସ୍ପର୍ଶ କରିପାରିବନାହିଁ। ବିଭିନ୍ନ ସଙ୍କେତ ଜରିଆରେ ଲୋକଙ୍କୁ ଅନ୍ୟାନ୍ୟ ତଥ୍ୟ ଦେବ। ଜ୍ୟାକେଟ୍‌୍କୁ ବ୍ଲୁଟୁଥ୍ ଜରିଆରେ ବ୍ୟକ୍ତି ସ୍ମାର୍ଟଫୋନ୍ ସହ ମଧ୍ୟ ଯୋଗାଯୋଗ କରାଇପାରିବ। କରୋନା ଭାଇରସ୍‌ ଜ୍ୟାକେଟ୍‌ର ମୂଲ୍ୟ ୬ହଜାର ଟଙ୍କା ଥିବାର ପ୍ରକାଶ।

Comments are closed.