କରୋନା ବିଶ୍ବ ମହାମାରୀ ଘୋଷିତ : ଏପ୍ରିଲ ୧୫ ଯାଏଁ ଭାରତକୁ ଭିସା ରଦ୍ଦ

ନୂଆଦିଲ୍ଲୀ: କରୋନାକୁ ବୁଧବାର ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନ (ଡବ୍ଲୁ.ଏଚ.ଓ) ବିଶ୍ବ ମହାମାରୀ ଘୋଷଣା କରିଛି। କରୋନାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ବଡ ନିଷ୍ପତ୍ତି ନିଆଯାଇଛି । ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ଭିସା ରଦ୍ଦ କରିବାସହ ଏପ୍ରିଲ ୧୫ ପର୍ଯ୍ୟନ୍ତ ଭାରତକୁ ଭିସା ରଦ୍ଦ କରିଛନ୍ତି ଭାରତ ସରକାର। କେବଳ ରଜନୈତିକ ବ୍ୟକ୍ତି ଓ ଜାତିସଂଙ୍ଘ କର୍ମଚାରୀଙ୍କୁ ଛାଡି ଅନ୍ୟମାନଙ୍କ ଭିସା ରଦ୍ଦ କରାଯାଇଛି।

Comments are closed.