କଟକ ସହରରୁ ଆଉ ୫୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : କଟକ ସହରରୁ ଆଜି ଆଉ ୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୧ ସରକାରୀ କ୍ବରେଣ୍ଟିନ୍, ୪୧ ହୋମ୍ କ୍ବାରେଣ୍ଟିନ୍ ଏବଂ ୨ ଲୋକାଲ କେସ୍ ରହିଥିବା ନେଇ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.