ରାଜ୍ୟରେ ଆଉ ୨୦ କରୋନା ରୋଗୀ ଚିହ୍ନଟ : ସମସ୍ତ ଆକ୍ରାନ୍ତ ଜଗତସିଂହପୁର ଜିଲାର

ଜଗତସିଂହପୁର : ରାଜ୍ୟରେ ଆଉ ୨୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଜଗତସିଂହପୁର ଜିଲାର ହୋଇଥିବା ନେଇ ଜଗତସିଂହପୁର ଜିଲାପାଳ ସୂଚନା ଦେଇଛନ୍ତି। ଏଥିସିହିତ ଜଗତସିଂହପୁର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬କୁ ବୃଦ୍ଧି ପାଇଛି।

Comments are closed.