୨୪ ଘଣ୍ଟାରେ ରାଜ୍ୟରେ ୪୧ ହଜାର ୮୪୦ କରୋନା ନମୁନା ପରୀକ୍ଷା

ଭୁବନେଶ୍ଵର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧ ହଜାର ୮୪୦ କରେନା ନମୁନା ପରୀକ୍ଷା ହୋଇଛି। ଏହା ଭିତରେ ଆରଟିପିସିଆର ଟେଷ୍ଟ ୬,୧୮୫ ହୋଇଥିବାବେଳେ ଆଣ୍ଟିଜେନ ଟେଷ୍ଟ ୩୫,୫୫୦ ଓ ଟ୍ରୁନାଟ୍ ଟେଷ୍ଟ‌ ୧୦୫ ହୋଇଛି।

Comments are closed.