ରାଜ୍ୟରେ ଦିନକରେ ୪୫ହଜାର ୩୫୮ କରୋନା ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ୪୫ ହଜାର ୩୫୮ଟି କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ଟେଷ୍ଟ ୭ହଜାର ୮୮୫ଟି  ହୋଇଥିବାବେଳେ ଆଣ୍ଟିଜେନ୍ ଟେଷ୍ଟ ୩୭ହଜାର ୩୪୦ଟି ଓ ଟ୍ରୁନଟ ପରୀକ୍ଷା ୧୩୩ଟି ହୋଇଛି।

Comments are closed.