ସ୍ବାଦ ଓ ଘ୍ରାଣ ଶକ୍ତି ଲୋପ ପାଇବା ହୋଇପାରେ କରୋନା ଲକ୍ଷଣ

ସମାଜ ପୋର୍ଟାଲ ଡେସ୍କ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଡ୍‍ -୧୯ ପାଇଁ କ୍ଲିନିକାଲ୍‍ ମ୍ୟାନେଜ୍‍ମେଣ୍ଟ ନିୟମାବଳୀ ଜାରି କରିଛି। କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମିତମାନଙ୍କ ଲକ୍ଷଣ ମଧ୍ୟରେ ସ୍ୱାଦଶକ୍ତି ଓ ଘ୍ରାଣ ଶକ୍ତି ଲୋପ୍‍ ପାଇଯିବାକୁ ଅନ୍ତର୍ଭୁକ୍ତ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କୋଭିଡ୍‍ -୧୯ ଇନ୍‍ଭେଷ୍ଟିକେସନାଲ୍‍ ଥେରାପି ଓ ରେମ୍‍ଡେସ୍‍ବୀର ଔଷଧ, କନ୍‍ଭାଲସେଣ୍ଟ ପ୍ଲାଜମା ଥେରାପି, ତସିଲୁଜିମାବ୍‍ ଓ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‍ କେବଳ ସ୍ୱତନ୍ତ୍ର କୋଭିଡ୍‍ ସଂକ୍ରମିତମାନଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ।

Comments are closed.