ଆଜି ରାଜ୍ୟରେ ସୁସ୍ଥ ହେଲେ ୮୦୯ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୧୨୦୬୫କୁ ବୃଦ୍ଧି

ଭୁବନେଶ୍ବରରେ: ଆଜି ରାଜ୍ୟରେ ୮୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ସୁନ୍ଦରଗଡ଼ ୮୨, ଖୋର୍ଦ୍ଧା ୮୧, ବାଲେଶ୍ବର ୬୧, ମୟୂରଭଞ୍ଜ ୫୩, କେନ୍ଦୁଝର ୫୧, ନୂଆପଡ଼ା ୫୧, କଟକ ୪୭, ଜଗତସିଂହପୁର ୪୪, ସମ୍ବଲପୁର ୪୦, କେନ୍ଦ୍ରାପଡ଼ା ୩୮, ଅନୁଗୁଳ ୩୪, ବରଗଡ଼ ୩୦, ବଲାଙ୍ଗିର ୨୭, ଝାରସୁଗୁଡ଼ା ୨୧, ଯାଜପୁର ୧୭, କଳାହାଣ୍ଡି ୧୩, ଢେଙ୍କାନାଳ ୧୨, ନବରଙ୍ଗପୁର ୯, ନୟାଗଡ଼ ୯, ରାୟଗଡ଼ା ୯, ମାଲକାନଗିରି ୮, ଭଦ୍ରକ ୭, ଗଞ୍ଜାମ ୬, ବୌଦ୍ଧ ୫, କନ୍ଧମାଳ ୫, କୋରାପୁଟ ୫, ଦେବଗଡ଼ ୪, ଗଜପତି ୩, ସୋନପୁର ୧ ଏବଂ ଷ୍ଟେଟ୍‌ପୁଲ୍‌ର ୧୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି। ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୧୨୦୬୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.