ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୫ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୧୮୬୮୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୪୦୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ସୁନ୍ଦରଗଡ଼ ୫୫, ଖୋର୍ଦ୍ଧା ୫୨, ଅନୁଗୁଳ ୩୪, କଟକ ୨୯, ବଲାଙ୍ଗିର ୨୭, ବରଗଡ଼ ୨୩, ଯାଜପୁର ୨୧, ପୁରୀ ୧୯, ମୟୂରଭଞ୍ଜ ୧୭, ଜଗତସିଂହପୁର ୧୪, ଝାରସୁଗୁଡ଼ା ୧୨, ଦେବଗଡ଼ ୧୧, ବାଲେଶ୍ବର ୯, କେନ୍ଦ୍ରାପଡ଼ା ୯, ନୂଆପଡ଼ା ୯, ଭଦ୍ରକ ୮, କଳାହାଣ୍ଡି ୮, ସମ୍ବଲପୁର ୮, କେନ୍ଦୁଝର ୬, ନୟାଗଡ଼ ୬, ଗଞ୍ଜାମ ୪, କୋରାପୁଟ ୩, ମାଲକାନଗିରି ୩, ନବରଙ୍ଗପୁର ୩ ଢେଙ୍କାନଳ ୧, ରାୟଗଡ଼ା ୧, ସୋନପୁର ୧ ଏବଂ ଷ୍ଟେଟ୍‌ପୁଲ୍‌ରୁ ୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ସାରା ରାଜ୍ୟରେ ମୋଟ ୩୧୮୬୮୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.