ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୭୦୭ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୧୧୨୫୬ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୭୦୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ୬୫, ଖୋର୍ଦ୍ଧା ୬୫, କେନ୍ଦୁଝର ୫୮, ମୟୂରଭଞ୍ଜ ୪୮, ଅନୁଗୁଳ ୪୬, ଜଗତସିଂହପୁର ୪୨, କଳାହାଣ୍ଡି ୩୭, ନୂଆପଡ଼ା ୩୭, ସମ୍ବଲପୁର ୩୫, ସୁନ୍ଦରଗଡ଼ ୩୫, ବାଲେଶ୍ବର ୩୩, କେନ୍ଦ୍ରାପଡ଼ା ୨୯, ବଲାଙ୍ଗିର ୨୧, ଯାଜପୁର ୨୧, ଭଦ୍ରକ ୧୯, ଝାରସୁଗୁଡ଼ା ୧୪, ଢେଙ୍କାନାଳ ୧୩, ବରଗଡ଼ ୧୨, ଗଞ୍ଜାମ ୧୧, କୋରାପୁଟ ୧୦, ପୁରୀ ୯, ଦେବଗଡ଼ ୮, କନ୍ଧମାଳ ୬, ନବରଙ୍ଗପୁର ୫, ମାଲକାନଗିରି ୩, ନୟାଗଡ଼ ୩, ସୋନପୁର ୩, ବୌଦ୍ଧ ୨, ରାୟଗଡ଼ା ୨ ଏବଂ ଷ୍ଟେଟ୍‌ପୁଲ୍‌ରୁ ୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୧୧୨୫୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.