ଆଜି ରାଜ୍ୟରେ ସୁସ୍ଥ ହେଲେ ୪୧୮୦, ମୋଟ ଆରୋଗ୍ୟ ସଂଖ୍ୟା ୩୬୭୧୧୧କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୪୧୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ୩୬୭୧୧୧କୁ ବୃଦ୍ଧି ପାଇଛି। ଆଜି ଅନୁଗୁଳରୁ ସର୍ବାଧିକ ୬୪୭ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୫୨୧, ଖୋର୍ଦ୍ଧା ୪୯୮, ନୂଆପଡ଼ା ୪୪୫, ଝାରସୁଗୁଡ଼ା ୨୦୧, କେନ୍ଦୁଝର ୧୭୭, କଟକ ୧୫୨, ବରଗଡ଼ ୧୪୮, ପୁରୀ ୧୪୩, ଗଞ୍ଜାମ ୧୨୬, ମୟୂରଭଞ୍ଜ ୧୧୯, ଷ୍ଟେଟ୍‌ପୁଲ ୧୧୦, ବଲାଙ୍ଗିର ୯୩, ନବରଙ୍ଗପୁର ୮୭, ବାଲେଶ୍ବର ୮୧, ଯାଜପୁର ୬୧, କଳାହାଣ୍ଡି ୫୬, ରାୟଗଡ଼ା ୫୨, ଭଦ୍ରକ ୫୦, ଜଗତସିଂହପୁର ୫୦, ଗଜପତି ୪୫, ନୟାଗଡ଼ ୪୫, ଢେଙ୍କାନାଳ ୩୯, ଦେବଗଡ଼ ୨୮, କୋରାପୁଟ ୨୧, କନ୍ଧମାଳ ୧୫, କେନ୍ଦ୍ରାପଡ଼ା ୧୫, ମାଲକାନଗିରି ୪ ଓ ସୋନପୁରରୁ ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.