ଆଜି ରାଜ୍ୟରେ ସୁସ୍ଥ ହେଲେ ପୁଣି ୫୨୩ କରୋନା ଆକ୍ରାନ୍ତ, ମୋଟ ଆରୋଗ ସଂଖ୍ୟା ୩୪୧୧୨୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୫୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ଆରୋଗ୍ୟ ସଂଖ୍ୟା ୩୪୧୧୨୩କୁ ବୃଦ୍ଧି ପାଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୮୫ଜଣ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ନୂଆପଡ଼ା ୭୪, କଳାହାଣ୍ଡି ୫୧, ଝାରସୁଗୁଡ଼ା ୪୮, ଖୋର୍ଦ୍ଧା ୩୬, ଗଞ୍ଜାମ ୨୯, ସମ୍ବଲପୁର ୨୭, କଟକ ୨୨, ବଲାଙ୍ଗିର ୧୮, କେନ୍ଦୁଝର ୧୮, ବାଲେଶ୍ବର ୧୫, ମୟୂରଭଞ୍ଜ ୧୪, ପୁରୀ ୧୪, ଯାଜପୁର ୧୩, ଷ୍ଟେଟ୍‌ପୁଲ ୯, କୋରାପୁଟ ୭, ବରଗଡ଼ ୫, ଭଦ୍ରକ ୫, ଜଗତସିଂହପୁର ୫, ନବରଙ୍ଗପୁର ୫, ରାୟଗଡ଼ା ୫, କନ୍ଧମାଳ ୪, ଅନୁଗୁଳ ୩, ଗଜପତି ୩, ଢେଙ୍କାନାଳ ୨, କେନ୍ଦ୍ରାପଡ଼ା ୨, ସୋନପୁର ୨ ସମେତ ଦେବଗଡ଼ ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.