ଆଜି ରାଜ୍ୟରେ ପୁଣି ୩୮୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୩୮୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ସୁନ୍ଦରଗଡ଼ ୫୭, ଖୋର୍ଦ୍ଧା ୫୩, ଅନୁଗୁଳ ୨୭, ବଲାଙ୍ଗିର ୨୩, ମୟୂରଭଞ୍ଜ ୨୩, କଟକ ୧୮, ନୂଆପଡ଼ା ୧୮, ବାଲେଶ୍ବର ୧୬, ଜଗତସିଂହପୁର ୧୫, କେନ୍ଦୁଝର ୧୫, ପୁରୀ ୧୩, ଯାଜପୁର ୧୨, ବରଗଡ଼ ୧୧, କୋରାପୁଟ ୧୦, ଭଦ୍ରକ ୯, ଗଞ୍‌ଜାମ ୯, ସମ୍ବଲପୁର ୮, କଳହାଣ୍ଡି ୭, କେନ୍ଦ୍ରାପଡ଼ା ୭, ଢେଙ୍କାନାଳ ୬, ଝାରସୁଗୁଡ଼ା ୪, ନୟାଗଡ଼ ୪, ବୌଦ୍ଧ ୩, ଦେବଗଡ଼ ୨, ଗଜପତି ୨, ରାୟଗଡ଼ା ୨, କନ୍ଧମାଳ ୧, ମାଲକାନଗିରି ୧, ନବରଙ୍ଗପୁର ୧, ସୋନପୁର ୧ ଏବଂ ଷ୍ଟେଟ୍‌ପୁଲ୍‌ରୁ ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୧୯୦୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ଯୋଗେ ସୂଚନା ଦିଆଯାଇଛି।

Comments are closed.