କରୋନା ପ୍ରଭାବ : ଭାରତ-ଶ୍ରୀଲଙ୍କା ସିରିଜ୍ ବାତିଲ

ନୂଆଦିଲ୍ଲୀ : ଆସନ୍ତା ମାସରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁଥିବା ଟ୍ବେଣ୍ଟି-୨୦ ଓ ଦିନିକିଆ ସିରିଜକୁ କରୋନା ମହାମାରୀ ହେତୁ ବାତିଲ କରାଯାଇଛି। ଆଇସିସି ଗୁରୁବାର ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛି।

ଚଳିତ ବର୍ଷ ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ତିନୋଟି ଦିନିକିଆ ଏବଂ ତିନୋଟି ଟି -୨୦ ମ୍ୟାଚ୍ ଖେଳିବାର ଥିଲା। ଟିମ୍ ଇଣ୍ଡିଆ ୨୪ ଜୁନ୍ ରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ସିରିଜ୍ ଖେଳିବାର ଥିଲା କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ବାତିଲ କରାଯାଇଛି।

Comments are closed.