ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଜାରି ହେଲା କରୋନା ହେଲ୍ପଲାଇନ ନମ୍ବର
ସମାଜ ପୋର୍ଟାଲ ଡେସ୍କ: କରୋନା ଭୁତାଣୁ ସଂକ୍ରମଣ ଉଗ୍ର ରୂପ ଧାରଣ କରୁଥିବା ବେଳେ କେନ୍ଦ୍ର ସରକାର ଏହାର ପ୍ରଭାବ କମ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ ନେଇ ଲୋକମାନଙ୍କୁ ସଚେତନ କରାଇବା ସହ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଦେୟ ମୁକ୍ତ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି।
କେନ୍ଦ୍ରୀୟ ହେଲ୍ପଲାଇନ ନମ୍ବର: +୯୧-୧୧-୨୩୯୭୮୦୪୬
ରାଜ୍ୟ ହେଲ୍ପଲାଇନ ନମ୍ବର
ଓଡିଶା ୯୪୩୯୯୯୪୮୫୯
ଆନ୍ଧ୍ର ପ୍ରଦେଶ ୦୮୬୬-୨୪୧୦୯୭୮
ଅରୁଣାଚଳ ପ୍ରଦେଶ ୯୫୩୬୦୫୫୭୪୩
ଆସାମ ୬୯୧୩୩୪୭୭୭୦
ବିହାର ୧୦୪
ଛତିଶଗଡ଼ ୦୭୭୧୨୨-୩୫୦୯୧
ଗୋଆ ୧୦୪
ଗୁଜରାଟ ୧୦୪
ହରିୟାଣା ୮୫୫୮୮୯୩୯୧୧
ହିମାଚଳ ପ୍ରଦେଶ ୧୦୪
ଝାଡ଼ଖଣ୍ଡ ୧୦୪
କର୍ଣ୍ଣାଟକ ୧୦୪
କେରଳ ୦୪୭୧-୨୫୫୨୦୫୬
ମଧ୍ୟ ପ୍ରଦେଶ ୦୭୫୫-୨୫୨୭୧୭୭
ମହାରାଷ୍ଟ୍ର ୦୨୦-୨୬୧୨୭୩୯୪
ମଣିପୁର ୩୮୫୨୪୧୧୬୬୮
ମେଘାଳୟ ୯୩୬୬୦୯୦୭୪୮
ମିଃଜ଼ଓରାମ ୧୦୨
ନାଗାଲାଣ୍ଡ ୭୦୦୫୫୩୯୬୫୩
ପଂଜାବ ୧୦୪
ରାଜସ୍ଥାନ ୦୧୪୧-୨୨୨୫୬୨୪
ସିକିମ ୧୦୪
ତାମିଲନାଡୁ ୦୪୪-୨୯୫୧୦୫୦୦
ତେଲେଙ୍ଗାନା ୧୦୪
ତ୍ରିପୁରା ୦୩୮୨-୨୩୧୫୮୭୯
ଉତ୍ତରାଖଣ୍ଡ ୧୦୪
ଉତ୍ତରପ୍ରଦେଶ ୧୮୦୦୧୮୦୫୧୪୫
ପଶ୍ଚିମବଙ୍ଗ ୩୩୨୩୪୧୨୬୦୦
କେନ୍ଦ୍ର ଶାସିତ ଅଞ୍ଚଳ ହେଲ୍ପଲାଇନ ନମ୍ବର
ଆଣ୍ଡାମାନ ନିକୋବର ୦୩୧୯୨-୨୩୨୧୦୨
ଚଣ୍ଡୀଗଡ଼ ୯୭୭୯୫୫୮୨୮୨
ଦାଦ୍ରା ଓ ନଗର ହାବେଳୀ ଏବଂ
ଡାମନ ଡ଼ିଉ ୧୦୪
ଦେଲ୍ହୀ ୦୧୧-୨୨୩୦୭୧୪୫
ଜାମ୍ମୁ କାଶ୍ମୀର ୧୯୧୨୫୨୦୯୮୨, ୦୧୯୪-୨୪୪୦୧୮୩
ଲଦାଖ ୧୯୮୨୨୫୬୪୬୨
ଲାକ୍ଷାଦ୍ଵୀପ ୪୮୯୬୨୬୩୭୪୨
ପୁଡୁଚେରି ୧୦୪
ଇମେଲ: ncov2019@gmail.com
ଗତ ବର୍ଷ ଡିସେମ୍ବର ମାସରେ ଚାଇନାର ୱୁହାନ ସହରରେ ଆରମ୍ଭ ହୋଇଥିବା ଏହି ରୋଗ ସାରା ବିଶ୍ୱରେ ୧୦୦ରୁ ଅଧିକ ଦେଶକୁ ବ୍ୟାପିଛି, ଯାହା ବିଶ୍ୱରେ ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ଭାରତରେ ୭୬ ସଂକ୍ରମଣର ଚିହ୍ନଟ ହୋଇଛି।
Comments are closed.