ବିଶ୍ୱରେ କରୋନା ମୃତ୍ୟୁ ୧,୩୫୪,୫୯୮କୁ ବୃଦ୍ଧି

ୱାଶିଂଟନ : ବିଶ୍ବରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧,୩୫୪,୫୯୮କୁ ବୃଦ୍ଧି ପାଇଛି । ସେହିପରି ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬,୫୫୫,୬୭୫ ରହିଥିବାବେଳେ ଏପର୍ଯ୍ୟନ୍ତ କରୋନାରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୯, ୩୪୮,୯୨୨ ରୋଗୀ।

Comments are closed.