ସୁନ୍ଦରଗଡରେ ଆଉ ୧୩ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ବର : ସୁନ୍ଦରଗଡ ଜିଲାରେ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୁନ୍ଦରଗଡ ଜିଲାପାଳ ସୂଚନା ଦେଇଛନ୍ତି।

Comments are closed.