ସୁବର୍ଣ୍ଣପୁରରେ ଚିହ୍ନଟ ହେଲେ ଆଉ ୪ କରୋନା ସଂକ୍ରମିତ

ସୋନପୁର : ସୁବର୍ଣ୍ଣପୁର ଜିଲାରେ ଆଉ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୋନପୁର ବ୍ଲକର ୨ ଜଣ ହୋଇଥିବା ବେଳେ ତରଭାରୁ ଜଣେ ଓ ଡୁଙ୍ଗୁରିପାଲ୍ଲୀରୁ ଜଣେ ବୋଲି ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି। ସମସ୍ତେ ସଂଗରୋଧ କେନ୍ଦ୍ରରେ ଥିଲେ ଏବଂ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଥିବା ଟ୍ବିଟରେ ଦର୍ଶାଯାଇଛି।

Comments are closed.